Tarini Akhira Tara
404 Views
Dec 31 1969
00:21:56
5
5
ତରୁଣ ତାରାକୁ କ୍ଷମା ମାଗିବା ସହ ନିଡଜ ମନ କଥା କହିବାକୁ ଚେଷ୍ଟା କରେ ହେଲେ ଗୋଡାଉନ୍ ଜଳିବା ଘଟଣାକୁ ନେଇ ତାରା ତରୁଣ ଉପରେ ବହୁତ ଜୋରେ ରାଗିଥାଏ ଏବଂ ସେ ତରୁଣକୁ ଗାଳି ମଧ୍ୟ କରେ..ଏ ସବୁ ଘଟଣାରେ ତରୁଣ ଏକଦମ ଭାଙ୍ଗିପଡେ..ସେ ପଟେ ତୁଶାର ତାରିଣୀକୁ ନେଇ ବାହାରକୁ ଯାଏ..ଯେଉଁଠିକି ତେଜ୍ ମଧ୍ୟ ଆସି ପହଂଚେ...କଣ ତେଜ୍ ତାରିଣୀ ପାଖରେ ପହଞ୍ଚିପାରିବ..?
Share