Jhia Amara Nua Bohu
224 Views
Dec 31 1969
00:22:23
5
5
ଅର୍ଚ୍ଚନାକୁ ଖୋଜିବା ପାଇଁ ପୁରା ପରିବାର ଲାଗିପଡନ୍ତି.. ସେପଟେ ପୂଜା ରୁଦ୍ରକୁ ମଧ୍ୟ କହେ ଅର୍ଚ୍ଚନାକୁ ଖୋଜିବା ପାଇଁ.. ଶିବ୍ ଆଉ ପୂଜା ଭିତରେ ଅର୍ଚ୍ଚନା ଠିକ୍ ନା ଭୁଲ ସେ କଥାକୁ ନେଇ ଯୁକ୍ତି ହୁଏ.. କ’ଣ ଅର୍ଚ୍ଚନାର ସତ ଖୋଜି ପାଇବ ପୂଜା.. ?
Share