Jhia Amara Nua Bohu
310 Views
Dec 31 1969
00:22:49
5
5
ନିର୍ବନ୍ଧ ରେ ଭିକି, ଅର୍ଚ୍ଚନା ର ଭୂଲ୍ ଆଙ୍ଗୁଠି ରେ ମୁଦି ପିନ୍ଧାଇ ଥିବା ନେଇ, ପୂଜା ସମସ୍ତ ଙ୍କ ଆଗରେ ଏ ବିଧି କୁ ସ୍ୱୀକାର କରେନି। ଅର୍ଚ୍ଚନା ହାତ ରୁ ମୁଦି ବାହାର କରି ପୂଜା ବାହାର କୁ ଫିଙ୍ଗି ଦିଏ। ଆଶୁ ସେହି ଆଙ୍ଗୁଠି କୁ ନେଇ ଶିଭ୍ ସହ ପୂଜା ପାଖକୁ ଆସେ। କଥା କଟାକଟି ସମୟରେ ହଠାତ୍ ଆଶୁ ମୁହଁ ରୁ "ମୋ ଅକ୍ଷୟ" ଶବ୍ଦ ଶୁଣି ପୂଜା ଓ ଅର୍ଚ୍ଚନା ଆଶ୍ଚର୍ଯ୍ୟ ହୁଅନ୍ତି।
Share