Jhia Amara Nua Bohu
210 Views
Dec 31 1969
00:22:45
5
5
ଗୋଟେପଟେ ଶିବ୍ ଭିକିକୁ ଖୋଜୁଥିବା ବେଳେ ସେପଟେ ପୂଜା ଗାଡି ସାମ୍ନାରେ ଭିକି ଆସି ପଡିଯାଏ.. ଭିକିକୁ ଦେଖି ପୂଜା ଅର୍ଚ୍ଚନାର ସାହାର୍ଯ୍ୟରେ ଲୁଚେଇ ରଖେ.. ଏବଂ ତାର Treatment କରାଏ.. ସେପଟେ ଶିବ୍ ଭିକିକୁ ଖୋଜିବାକୁ ତା ଲୋକ ପଠେଇଥିବା ବେଳେ ରାଜ୍ ରାଜେନ୍ଦ୍ର ଭିକିକୁ ମାରିବାକୁ କହିଦିଏ..
Share