Jhia Amara Nua Bohu
185 Views
Dec 31 1969
00:22:33
5
5
ଜ୍ୟୋତିକା ମନେ ମନେ ବହୁତ ଖୁସି ହଉଥାଏ ଭାବିକି ଯେ ପୂଜା ମରିସାରିଛି.. ହେଲେ ଘରେ ପୂଜା ଓ ଶିବ୍ କୁ ଦେଖି ଜ୍ୟୋତିକା ଡରିଯାଏ.. ରାଜ୍ ରାଜେନ୍ଦ୍ର ପୂଜା ଓ ଶିବ୍ ର ଅବସ୍ଥା ଦେଖି ବହୁତ ରାଗିଯାଏ ଏବଂ ଯିଏ ଏମିତି କାମ କରିଛି ତାକୁ ମାରିବାକୁ ଚାହେଁ.. ଶିବ୍ ଜଣାଏ ସେ ଗୁଣ୍ଡା ମାନଙ୍କୁ ବନ୍ଧିକି ରଖିଛି ଏବଂ ସେମାନଙ୍କ ଠାରୁ ସେ ସତ ଜାଣିକି ରହିବ.. କ’ଣ ସମସ୍ତଙ୍କ ସାମ୍ନାରେ ଧରାପଡିଯିବ ଜ୍ୟୋତିକାର ଷଡ଼ଯନ୍ତ୍ର.. ?
Share