Jhia Amara Nua Bohu
278 Views
Dec 31 1969
00:22:12
5
5
ପୂଜା ଭିକି ପାଖରେ ପହଁଚିବା ସହିତ ତା ଠାରୁ ସେ ବ୍ୟକ୍ତିର ନାଁ ଜାଣିବାକୁ ଚାହେଁ ଯିଏ ଲୋପାକୁ ମାରିବାକୁ କହିଥିଲା.. ଭିକି ସେ ଲୋକର ସତ କହିବା ପୂର୍ବରୁ ପୂଜାକୁ କହେ ସେ ମଧ୍ୟ ଶିବ୍ ଉପରକୁ ଆକ୍ରମଣ କରିଥିଲା.. ପରେ ଭିକି ଏ ସବୁ ପଛରେ ରାଜ୍ ରାଜେନ୍ଦ୍ର ଥିବା ପୂଜାକୁ ଜଣାଏ.. ଭିକି ଠାରୁ ସବୁ ସତ ଜାଣିବା ପରେ ଏବେ କ’ଣ ହେବ ପୂଜାର ନିଷ୍ପତ୍ତି.. ?
Share