Jhia Amara Nua Bohu
225 Views
Dec 31 1969
00:22:38
5
5
ଉମାକୁ ନେଇ ଲୋପା ମନରେ ଖିବା ସନ୍ଦେହ ଏବେ ବଡ ଝଡର ରୂପ ନିଏ.. ବିରାଜ୍ ଲୋପାକୁ କହେ ଉମାକୁ ରାଣରୁ ମୁକ୍ତ କରିବାକୁ ହେଲେ ଲୋପା ଝଗଡା କରେ... କିନ୍ତୁ ରାଜ୍ ରାଜେନ୍ଦ୍ରର ଡରରେ ଶେଷରେ ଲୋପା ମାନିଯାଏ.. ସେପଟେ ଆଶୁ ଲୋପାକୁ ଅର୍ଚ୍ଚନା ବିରୁଦ୍ଧରେ ଶିଖାଏ ଏବଂ ଅର୍ଚ୍ଚନାକୁ ଘରୁ ବାହାର କରିବା ପାଇଁ ପ୍ଲାନ୍ କରେ.. କ’ଣ ଲୋପାକୁ ନେଇ ଆଶୁର ପ୍ଲାନ୍ ସଫଳ ହେବ.. ?
Share