Jhia Amara Nua Bohu
134 Views
Dec 31 1969
00:22:38
5

ଆଶୁ ସବୁଦିନ ପାଇଁ ଶିବ୍ କୁ ନିଜର କରିବାକୁ ପୂଜାକୁ ଚାଲେଞ୍ଜ ଦିଏ। ହେଲେ ପୂଜା ଶିବ୍ ଉପରେ ବିଶ୍ୱାସ ଥିବା କହେ..ସେପଟେ ଅର୍ଚ୍ଚନା ମଧ୍ୟ ଆଶୁ କଥା ନେଇ ଚିନ୍ତାରେ ପଡିଯାଏ.. ସେପଟେ ରାଜ୍ ରାଜେନ୍ଦ୍ର ଉତ୍ତରାଧିକାରୀର ସ୍ୱପ୍ନ ଦେଖୁଥିବା ବେଳେ କ'ଣ ରାଜ୍ ରାଜେନ୍ଦ୍ରର ଏ ସ୍ୱପ୍ନ ପୂରା ହୋଇପାରିବ ?
Share