Jhia Amara Nua Bohu
290 Views
Dec 31 1969
00:22:42
5
5
ମହାରାଣୀ ଜ୍ୟୋତିକା କୁ ଟଙ୍କା ପାଇଁ ବ୍ଲାକମେଲ୍ କରେ..ଲୋପା ପୁଜା କୁ ହବେଲି ରୁ ରାଗରେ କଣ ପାଇଁ ବାହାରକୁ ଯାଇଥିବା ପଚାରିଲା ବେଳେ,ପୁଜା ମିଛ କହେ..ରାଜ ରାଜେନ୍ଦ୍ର ହବେଲି କୁ ନୂଆ ସଦସ୍ୟ ଆସିବା ଖୁସୀ ରେ ପାର୍ଟି ରଖିଛନ୍ତି.. ଆଶୁ ପୁଜା ଏବଂ ଶିବ୍ ଙ୍କ ମଧ୍ୟରେ ଚାଲିଥିବା ଝଗଡା ବିଷୟରେ ଜାଣିବାକୁ ଚେଷ୍ଟା କରେ..କଣ ଆଶୁ ଶିବ ଏବଂ ପୁଜା ସମ୍ପର୍କର ସତ ଜାଣିପାରିବ ?
Share