Jhia Amara Nua Bohu
123 Views
Dec 31 1969
00:22:21
5
5
ପୂଜା ଓ ଲୋପା ମନ୍ଦିର କୁ ପୂଜା ପାଇଁ ଯାଇଥିବାବେଳେ ଅଘୋରୀ ବାବାଙ୍କ ଭବିଷ୍ୟବାଣୀ ଶୁଣିକି ପୂଜା ଡରିଯାଏ.. ଏବଂ ଶିବ୍ କେମିତି ତା ଜନ୍ମ ଜନ୍ମର ସାଥୀ ହେବ ବୋଲି ଭାବେ.. ଶିବ୍ ନିଶା ରେ ଯାହା ବି କରିଥାଏ ତା'ର କିଛି ମନେ ପଡ଼େନି । ରାଜ ରାଜେନ୍ଦ୍ର, ଶିବ୍ କୁ ପୂଜା ର ଯତ୍ନ ନେବା ପାଇଁ ତାଗିଦ୍ କରନ୍ତି..ଅର୍ଚ୍ଚନା, ପୂଜା ଓ ଶିବ୍ ଜୀବନରୁ ଆଶୁ କୁ ଦୂରେଇ ରହିବା ପାଇଁ ଚେତାବନି ଦିଏ.. କ’ଣ ଆଶୁ ତା ଭୁଲ ବୁଝିପାରି ଶିବ୍ ଠାରୁ ଦୂରେଇ ଯିବ.. ?
Share