Jhia Amara Nua Bohu
299 Views
Dec 31 1969
00:21:17
5
5
ପୂଜା ପୁରା ପରିବାର ସାମ୍ନାରେ ରାଜ୍ ରାଜେନ୍ଦ୍ରର ଅସଲ ମୁଖା ଖୋଲେ.. ସେ ଆଜି ପର୍ଯ୍ୟନ୍ତ କରିଥିବା ସବୁ ପାପର ପର୍ଦ୍ଦାଫାସ କରିବା ସହିତ ଲୋପାକୁ ମାରିବାକୁ ଲୋକ ପଠେଇଥିବା ବ୍ୟକ୍ତି ରାଜ୍ ରାଜେନ୍ଦ୍ର ବୋଲି ଜଣାଏ.. ଏବଂ ଶିବ୍ ଉପରକୁ ମଧ୍ୟ ଆକ୍ରମଣ କରିବାରେ ରାଜ୍ ରାଜେନ୍ଦ୍ରର ହାତ ଥିବା କହେ.. ସମସ୍ତେ ଏ କଥାକୁ ବିରୋଧ କରନ୍ତି.. କିନ୍ତୁ ପୂଜା ଏ ସତକୁ ସମସ୍ତଙ୍କୁ ମାନିବାକୁ ବାଧ୍ୟ କରିଦିଏ..
Share