Jhia Amara Nua Bohu
249 Views
Dec 31 1969
00:22:20
5
5
ପୂଜା ହସପିଟାଲ୍ ରେ ପହଞ୍ଚେ। ଲୋପା ର ହୋସ୍ ଫେରେ ହେଲେ ସେ କିଛି ଜାଣିପାରେନି ।ପୂଜା ସହ ବିରାଜ, ଲୋପା କୁ ନେଇ ହଭେଲୀ ରେ ପହଞ୍ଚିନ୍ତି। ରାଜ ରାଜେନ୍ଦ୍ର ଲୋପା ପ୍ରବେଶ କୁ ବିରୋଧ କରିବା ବେଳେ, ବିରାଜ ସର୍ତ୍ତ ରଖେ ,ସେ ଲୋପା ସହ ପୂଜା କୁ ନେଇ ହଭେଲୀ ରୁ ଚାଲିଯିବ।ଶେଷରେ ରାଜ ରାଜେନ୍ଦ୍ର ସ୍ୟୁକୃତି ଦିଏ ଓ ହଭେଲୀ ର ନିୟମ ମାନି ରହିବା ସର୍ତ୍ତ ରଖେ ।
Share