Jhia Amara Nua Bohu
89 Views
Dec 31 1969
00:21:32
5

ବିଜୟ ର ସୁବର୍ଣ୍ଣା ପ୍ରତି ଅଭଦ୍ରାମି ପାଇଁ ପୂଜା ବିଜୟ କୁ କ୍ଷମା ମାଗିବାକୁ କହେ।ହେଲେ ରାଜ ରାଜେନ୍ଦ୍ର କଥା କୁ ଟାଳିଦିଏ ଓ ପୂଜା କୁ ରୁମ୍ କୁ ନେଇଯିବାକୁ ଶିଭ୍ କୁ କହେ। ସୁବର୍ଣ୍ଣା ସହ ହଭେଲୀ ରେ ଅଘଟଣ ପାଇଁ ପୂଜା ଓ ଶିଭ୍ ମଧ୍ୟରେ ଝଗଡା ଆରମ୍ଭ ହୁଏ। ପୁନର୍ବାର କଲେଜ କ୍ୟମ୍ପସ ରେ ବିଜୟ, ସୁବର୍ଣ୍ଣା କୁ ଦେଖି ତା ସହ ଅଭଦ୍ରାମି ଆରମ୍ଭ କରେ ।ହେଲେ ଠିକ୍ ସମୟରେ ପୂଜା ସେଠି ପହଞ୍ଚି ସୁବର୍ଣ୍ଣା କୁ ବିଜୟ କବଳରୁ ରକ୍ଷା କରେ।
Share