Jhia Amara Nua Bohu
141 Views
Dec 31 1969
00:22:32
5
5
ଜ୍ୟୋତିକା ଓ ପୂଜା ହସ୍ପିଟାଲ୍ ଯାଇଥାନ୍ତି ଯୋଉଠି ଜ୍ୟୋତିକା ଜାଣିପାରେ ପୂଜା Pregnant ନାହିଁ ବରଂ ସେ ସମସ୍ତଙ୍କୁ ମିଛ କହୁଛି.. ସେପଟେ ଲୋପାର ବ୍ୟବହାର ପାଇଁ ଉମା ମନ ଖରାପ କରୁଥିବା ବେଳେ ଲୋପାକୁ କେମିତି ବୁଝେଇବ, ସେ କଥା ଚିନ୍ତା କରି ପୂଜା ବହୁତ ଭାଙ୍ଗିପଡେ.. କ’ଣ ପୂଜା ଲୋପାକୁ କହିପାରିବ ଅର୍ଚ୍ଚନା ଓ ତା ସଂପର୍କର ସତ ?
Share