Jhia Amara Nua Bohu
277 Views
Dec 31 1969
00:21:44
5
5
ରାଜ ରାଜେନ୍ଦ୍ର, ଶିଭ୍ କୁ ନିଜ ର ବିବାହ ପାଇଁ ପ୍ରସ୍ତୁତ ହେବାକୁ କୁହନ୍ତି ଓ ଜୋତିକା କୁ ଆଶୁ ପାଇଁ ଏକ ଭଲ ପ୍ରସ୍ତାବ ଦେଖି ବାହା କରିଦେବା ପ୍ରତିସୃତି ଦିଅନ୍ତି। ହେଲେ ଜୋତିକା ମନରେ ଏବେବି ଥାଏ ଯେ ଆଶୁ କେବଳ ଶିଭ୍ କୁ ହିଁ ବାହାହବ। ପୂଜା ଅର୍ଚ୍ଚନା ମିଶି ହଭେଲୀ ଭିତରୁ ବାହାରି ଯିବା ପାଇଁ ଯୋଜନା କରନ୍ତି। ଆଶୁ କୁ ଶିଭ୍ ସହ ବାହା କରିବା ପାଇଁ କଣ ଷଡଯନ୍ତ୍ର ରଚିବ ଜୋତିକା?
Share