Jhia Amara Nua Bohu
300 Views
Dec 31 1969
00:22:48
5
5
ରାଜ୍ ରାଜେନ୍ଦ୍ର ନିଜ ଇଛା ପୁରଣ ହେବା ଖୁସିରେ ଶ୍ରାବଣ ମାସ ସୋମବାରରେ ପାଣି ନେଇ ଯିବାକୁ ସ୍ଥିର କରେ ଏବଂ ତା ସହିତ ମନ୍ଦିରକୁ ସୁନାରେ ତିଆରି କରିବାକୁ କହେ.. ପୂଜା ଏ ସବୁ ଶୁଣି ସମସ୍ତଙ୍କୁ ସତ କହିବାକୁ ଚେଷ୍ଟା କରେ.. ହେଲେ ଶିବ୍ ପୂଜାକୁ ଅଟକେଇବା ସହ ମିଛ କୁହେ..ଶିବର ମିଛ ପାଇଁ ଆଶୁକୁ ବ୍ରତ ପୁରା କରିବାକୁ ପଡେ.. ସେପଟେ ଅର୍ଚ୍ଚନା ଆଶୁ ଉପରେ ନଜର ରଖିବାକୁ ପୂଜାକୁ କହେ.. ଯାହା ଶୁଣିବା ପରେ ଆଶୁ ଆହୁରି ରାଗିଯାଏ.. ଅର୍ଚ୍ଚନା ପାଇଁ ଏବେ କ’ଣ ହେବ ଆଶୁର ନୂଆ ଯୋଜନା.. ?
Share