Jhia Amara Nua Bohu
266 Views
Dec 31 1969
00:22:33
5
5
ଜ୍ୟୋତିକାକୁ ଜଣାପଡେ ରାଜ୍ ରାଜେନ୍ଦ୍ରର ଲୋକ ସୁଦର୍ଶନକୁ ଧରିନେଇଛନ୍ତି.. କାଳେ ସେ ସତ କହିଦେବ ଏବଂ ଜ୍ୟୋତିକାକୁ ରାଜ୍ ରାଜେନ୍ଦ୍ର ମାରିଦେବ ସେ ଭୟରେ ଜ୍ୟୋତିକା ମହାରାଣୀ ସହ ଦେଖା କରେ ଏବଂ ତା ଠାରୁ ସାହାର୍ଯ୍ୟ ମାଗେ.. ମହାରାଣୀ ମଧ୍ୟ ଟଙ୍କା ଲୋଭରେ ଜ୍ୟୋତିକାକୁ ସାହାର୍ଯ୍ୟ କରିବାକୁ ରାଜି ହେଇଯାଏ.. କ’ଣ ଜ୍ୟୋତିକା ରାଜ୍ ରାଜେନ୍ଦ୍ର କବଳରୁ ସୁଦର୍ଶନକୁ ମୁକୁଳାଇ ପାରିବ.. ?
Share