Jhia Amara Nua Bohu
178 Views
Dec 31 1969
00:21:35
5
5
ଅକ୍ଷୟ ର ଘରେ ପୂଜା ଆଶୁ କୁ ଦେଖିବା ପୂର୍ବରୁ ଶାନ୍ତି ସମ୍ଭାଳି ନିଏ ଓ ପୂଜା, ଆଶୁ କୁ ଦେଖି ପାରେନି। ଶାନ୍ତି, ଆଶୁ କୁ ଅକ୍ଷୟ ଜୀବନ ରୁ ଚାଲି ଯିବା ପାଇଁ ତାଗିତ୍ କରେ। ପୂଜା, ଅକ୍ଷୟ କୁ ଗାଡି ଭିତରୁ ଉଦ୍ଧାର କରି,ବାହାଘର ବିଧି କୁ ସମ୍ପର୍ଣ କରାଇ ଥିବାରୁ ଶିଭ୍ ତା ଉପରେ ବିରକ୍ତ ହୁଏ। ଆଶୁ କୁ ଅସହାୟ ଅବସ୍ଥା ରେ ଦେଖି, ଶିଭ୍ ବିଚଳିତ ହୋଇ ତାର କାରଣ ପଚାରେ।
Share