Jhia Amara Nua Bohu
326 Views
Dec 31 1969
00:21:24
5
5
ଅର୍ଚ୍ଚନା ର ମେହେନ୍ଦୀ ବିଧି ପାଇଁ ଶନି, ମେହେନ୍ଦୀ ଆଣି ପୂଜା କୁ ହଭେଲୀ ରେ ଦିଏ। ହେଲେ ଆଶୁ, ଦୁଇ ଭଉଣୀ ଙ୍କ ଠାରୁ ପ୍ରତିଶୋଧ ନେବାକୁ, ମେହେନ୍ଦୀ ରେ ସମସ୍ତ ଙ୍କ ଅଜାଣତ ରେ କିଛି କେମିକାଲ ମିଶେଇ ଦିଏ। ଅର୍ଚ୍ଚନା ମେହେନ୍ଦୀ ବିଧି ପାଇଁ ସଜ ହେଇ ପ୍ରସ୍ତୁତ ହୁଏ।
Share