Jhia Amara Nua Bohu
132 Views
Dec 31 1969
00:22:52
5

ରାଜ୍ ରାଜେନ୍ଦ୍ର ଅର୍ଚ୍ଚନା ଘର ଛାଡିକି ଯିବା ପାଇଁ ପୂଜାକୁ ଦାୟୀ କରେ.. ସେପଟେ ଶାନ୍ତି ମଧ୍ୟ ପୂଜା ଉପରେ ରାଗିଯାଏ.. ଅକ୍ଷୟ ଅର୍ଚ୍ଚନା ପାଇଁ ମାନସିକ ସ୍ତରରେ ଭାଙ୍ଗିପଡେ ଏବଂ ଅକ୍ଷୟକୁ ଦେଖିକି ପୁରା ପରିବାର ଚିନ୍ତାରେ ପଡିଯାନ୍ତି.. କ’ଣ ପୂଜା ଏ ସବୁ ସମସ୍ୟାର ସମାଧାନ କରିପାରିବ.. ?
Share