Jhia Amara Nua Bohu
366 Views
Dec 31 1969
00:21:45
5
5
ଘରେ ପାର୍ଟି ଚାଲିଥିବା ବେଳେ ପୂଜାକୁ ଦେଖି ଶିବ୍ ବହୁତ ଖୁସି ହେଇଯାଏ.. ଏବଂ ତା ପାଇଁ ଆଣିଥିବା ପାଉଁଜୀକୁ କେମିତି ଦବ ସେଥିପାଇଁ ଚିନ୍ତାରେ ଥାଏ.. ସେପଟେ ଅର୍ଚ୍ଚନାର ଦେଖା ହୁଏ ରୁଦ୍ର ସହିତ.. ରୁଦ୍ରର ବ୍ୟବହାର ଦେଖିକି ଅର୍ଚ୍ଚନାକୁ ଟିକେ ଅଜବ ଲାଗେ.. ପଣ୍ଡିତ୍ ଅକ୍ଷୟକୁ କୁହନ୍ତି ତାର ବୈବାହିକ ଜୀବନରେ ବହୁତ ବଡ ବିପଦ ଆସିବାକୁ ଯାଉଛି.. ଯାହା ଶୁଣି ଅକ୍ଷୟ ଓ ଶାନ୍ତି ବହୁତ ଡରିଯାନ୍ତି..
Share