Jhia Amara Nua Bohu
320 Views
Dec 31 1969
00:22:38
5
5
ଘର ର ସାଜସଜ୍ଜା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି କିନ୍ତୁ ଜ୍ୟୋତିକା ପରିବାର ଲୋକଙ୍କୁ କୁହେନି କଣ ପଇଁ ଘରେ ଏମିତି ଆୟୋଜନ ଚାଲିଛି.. ଜ୍ୟୋତିକା ସନ୍ଧ୍ୟାରେ ସମସ୍ତଙ୍କ ପାଇଁ Surprise ଅଛି ଯୋଉଥିପାଇଁ ସମସ୍ତଙ୍କୁ ପ୍ରସ୍ତୁତ ହେଇ ଆସିବାକୁ କହେ.. ସମସ୍ତେ ଜ୍ୟୋତିକାର Surprise କୁ ଅପେକ୍ଷା କରିଛନ୍ତି ହେଲେ କ’ଣ ଜ୍ୟୋତିକା ତାର ପ୍ରକୃତ ଉଦେଶ୍ୟ କାହାକୁ ଜାଣିବାକୁ ଦବ.. ?
Share