Jhia Amara Nua Bohu
256 Views
Dec 31 1969
00:23:08
5
5
ଆଶୁ , ଲୋପା କୁ ଉମା ଓ ଅର୍ଚ୍ଚନା ବିରୁଦ୍ଧରେ କୁମନ୍ତ୍ରଣା ଦେଲା ବେଳେ ପୂଜା ଶୁଣିଦିଏ। ଜାଆଁଳା ପିଲା ଙ୍କ ଆସିବା ଖୁସିରେ ଉଦୟ, ବିଶ୍ୱ ଓ ରାଜା ଖୁସି ମନାଉଥିବା ବେଳେ ଶିବ୍ କିନ୍ତୁ ନିଜର ମିଛ ପାଇଁ ମନଦୁଃଖରେ ଥାଏ.. ପୂଜା ଠାକୁରଙ୍କ ପାଖରେ ଲୋପା ମନରୁ ଅର୍ଚ୍ଚନା ପ୍ରତି ଥିବା ଭୁଲ ଧାରଣାକୁ ଦୂର କରିବା ପାଇଁ ପ୍ରାର୍ଥନା କରେ.. କ’ଣ ପୂଜା ତା ଉଦେଶ୍ୟରେ ସଫଳ ହେବ.. ?
Share