Jhia Amara Nua Bohu
197 Views
Dec 31 1969
00:22:10
5
5
ଭିକି , ପୂଜା ଓ ଅର୍ଚ୍ଚନା ଙ୍କ କଥାରେ ହତ୍ୟାକାରୀ ର ନାଁ କହିବାକୁ ରାଜି ହେଇଯାଏ..ଆଶୁ ଆଗରେ ଜ୍ୟୋତିକା, ପୂଜା ଗର୍ଭବତୀ ନ ଥିବା କଥା କହିଦିଏ ଓ ପୂଜାକୁ ମହଲରୁ ବାହାର କରିବା ପାଇଁ ନୂଆ ଯୋଜନା କରିବା କଥା କହେ.. ରାଜ୍ ରାଜେନ୍ଦ୍ର ଧରା ପଡ଼ିଯିବାର ଭୟ ରେ ଭିକି କୁ ପାଇଲେ ଜୀବନରୁ ମାରିଦେବା ପାଇଁ ଲୋକ ପଠାଏ.. କ’ଣ ରାଜ୍ ରାଜେନ୍ଦ୍ର ତା ଉଦେଶ୍ୟ ସଫଳ ହେବ.. ?
Share