Jhia Amara Nua Bohu
186 Views
Dec 31 1969
00:22:41
5
5
ପୂଜା ହଭେଲୀ କୁ ବିବାହ ଯୋଡ ନେଇ ପ୍ରବେଶ କରେ। ଅର୍ଚ୍ଚନା ଓ ଅକ୍ଷୟ ର ବିବାହ କଥା ପୁନର୍ବାର ର ରାଜ ରାଜେନ୍ଦ୍ର ଶୁଣି ରାଗିଯାଏ। ଶିଭ୍, ପୂଜା ହାତରୁ ଯୋଡ ଛଡେଇ ଆଣେ ଓ ସେଥିରେ ନିଆଁ ଲଗେଇ ଦିଏ।
Share