Jhia Amara Nua Bohu
246 Views
Dec 31 1969
00:22:12
5
5
ପୂଜା ଓ ଅର୍ଚ୍ଚନା ଆଶୁକୁ ଚେତାବନି ଦିଅନ୍ତି ଆଗକୁ ଏମିତି କିଛି ଷଡ଼ଯନ୍ତ୍ର ନ କରିବା ପାଇଁ ଏବଂ ଘରେ ଅସାନ୍ତି ସୃଷ୍ଟି ନ କରିବା ପାଇଁ.. ଶିବ୍ ର ବହୁତ ଚେଷ୍ଟା ପରେ ମଧ୍ୟ ଭିକି ମୁହଁ ଖୋଲି ଲୋପାକୁ କିଏ ମାରିବାକୁ ପଠେଇଥିଲା କୁହେ ନାହିଁ.. ସେପଟେ ଜ୍ୟୋତିକା ପୂଜାର ସତ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ଯୋଜନା କରେ ଏବଂ ଘରେ ସାଦ ଉତ୍ସବ କରିବାକୁ ରାଜ୍ ରାଜେନ୍ଦ୍ରକୁ କହେ.. ହେଲେ ଏ ବିଷୟରେ ପରିବାର ଲୋକଙ୍କୁ ଜଣାଏନାହିଁ.. କ’ଣ ଜ୍ୟୋତିକାର ଯୋଜନା ସଫଳ ହେବ.. ?
Share