Jhia Amara Nua Bohu
249 Views
Dec 31 1969
00:22:37
5
5
ରାଜ୍ ରାଜେନ୍ଦ୍ର ପୂଜାକୁ ରାସ୍ତାରୁ ହଟେଇବା ପାଇଁ ଯୋଜନା କରେ ଆଉ ସେଥିପାଇଁ ସେ ଶିବ୍ କୁ ପୂଜା ଠାରୁ ଦୂରେଇ ରଖେ.. ସେପଟେ ଅର୍ଚ୍ଚନା ସ୍ଥିର କରେ ସେ ରୁଦ୍ରର ଅଫିସ୍ ଯିବନି ଏବଂ ଆଉ ଗୋଟେ ନୂଆ ଚାକିରୀ ଖୋଜିବ ହେଲେ ଏ କଥା ପୂଜା ଓ ଅକ୍ଷୟକୁ ଜଣେଇବନି.. ଶିବ୍ ବାହାରକୁ ଯିବା ଆଗରୁ ପୂଜାକୁ ଦେଖା କରି ସବୁ ରାଗଋଷା ଶେଷ କରିବାକୁ ଚାହେଁ.. କ’ଣ ଶିବ୍ ତା ଉଦେଶ୍ୟରେ ସଫଳ ହେବ.. ?
Share