Jhia Amara Nua Bohu
296 Views
Dec 31 1969
00:21:54
5
5
ପୂଜା କୁ ଶିଭ୍ ଠାରୁ ଦୂର ରେ ରଖିବା ପାଇଁ ଆଶୁ ଖୋଳିଥିବା ଗାତ ରେ ପୂଜା ପଡିଯାଏ। ଆଶୁ,ମଲ୍ଲିକା ସହ ଖୁସି ମନାଉଥାଏ।ସୁବର୍ଣ୍ଣା କୁ ଗୁଣ୍ଡା ଉଠାଇ ନେଉଥିବା ବେଳେ ଅର୍ଚ୍ଚନା ଦେଖିନିଏ। ତାକୁ ବଞ୍ଚାଇବା କୁ ଚିତ୍କାର କଲାବେଳେ ଜୋତିକା ରୋକିଦିଏ ଓ ଅର୍ଚ୍ଚନା କୁ ପୂଜା ବିରୁଦ୍ଧରେ କୁହେ।
Share