Jhia Amara Nua Bohu
94 Views
Dec 31 1969
00:22:36
5

ଆଶୁ ଘରକୁ ଫେରିବା ପରେ ସେ ଜ୍ୟୋତିକା ଠାରୁ ସବୁ ଶୁଣି ରାଗିଯାଏ ଏବଂ ତା ସହିତ ସେ ଅର୍ଚ୍ଚନା ସହ କରିଥିବା ଷଡ଼ଯନ୍ତ୍ର ବିଷୟରେ ବି ଜ୍ୟୋତିକାକୁ ଜଣାଏ.. ଶିବ୍ ପୂଜା ପସନ୍ଦ ରଙ୍ଗର ଡ୍ରେସ୍ ପିନ୍ଧି ତାକୁ ନିଜ ପ୍ରତି ଆକର୍ଷିତ କରିବାକୁ ଚେଷ୍ଟା କରେ ହେଲେ ପୂଜା ଶିବ୍ କୁ ଦେଖେନାହିଁ.. କ’ଣ ଶିବ୍ ଓ ପୂଜା ସଂପର୍କରେ ଆସିବ ନୂଆ ମୋଡ଼ ?
Share