Asha
72 Views
Dec 31 1969
00:22:02
5
5
ଦିଲ୍ଲୀପ ଆଶୁତୋଷ କୁ ଧନ୍ୟବାଦ ଦିଏ,ଠିକ ସମୟରେ ଆସିଥିବାରୁ ଆଉ ଆଶା କୁ ଘରୁ ବହାରିବାରୁ ବଞ୍ଚେଇଥିବାରୁ।ଏକଥା ସୁରମା ଶୁଣିଦିଏ।ବିନୋଦିନି ରୋଷେଇ ଘରେ ଆସି ହୀରା ଆଉ ଆଶା ସଂଗେ ଝଗଡା କରେ ଆଉ ପ୍ରିୟା ଆସିବାରୁ ଚୁପ ହେଇକି ପଳାଏ।
Share