Asha
91 Views
Dec 31 1969
00:23:08
5
5
ପ୍ରଥମ ଥର ପାଇଁ ପ୍ରକାଶ ଆଶା ସପକ୍ଷରେ ମତ ଦେଇଥିବାରୁ ଆଶା ବହୁତ ଖୁସି ଲାଗୁଛି ।। ହଠାତ୍ ଆଦି ଆସି ଆଶା ଠୁ ରାଣ ଖାଇ 73 ହଜାର ଟଙ୍କା ମାଗୁଛି।। ତିନିଦିନ ଭିତରେ ଟଙ୍କା ଯୋଗାଡ ନହେଲେ ତାକୁ ସେମାନେ ମାରିଦେବେ,, ଆଶା ଏବେ ଦ୍ୱନ୍ଦରେ କଣ କରିବ?
Share