Asha
69 Views
Dec 31 1969
00:22:36
5
5
ଆଶା ଗାଲରେ ଥିବା ଚିହ୍ନ ବିଷୟରେ ଅନନ୍ୟା ଠିକରେ ଜାଣି ନପାରିଲେବି ଅନୁମାନ କରିପାରେ କଣ ପାଇଁ ସେ ଦାଗ ହେଇଛି || ସେ ନିଜ ମା କୁ ବହୁତ କଥା କହି ବୁଝାଏ || ଅନନ୍ୟା ବୁଝେଇବା ପରେ ଆଶା ସବୁକିଛି ଭୁଲି ଆଶ୍ରମ କୁ ଯିବାକୁ ରାଜି ହେଇଯାଏ || ହେଲେ ଗଲାବେଳେ ବିନୋଦିନୀ ସେମାନଙ୍କୁ ଅଟକାଇଦିଏ
Share