Asha
76 Views
Dec 31 1969
00:22:45
5
5
ପ୍ରକାଶ ଆଶା କୁ ଗାଳି ଦେଉଥିବା ସମୟରେ ଦୀପିକା ବାହାର ପଟୁ ଥାଇ ଶୁଣି ପାରେ || ହେଲେ ସେ କାହାକୁ କିଛି ନକହି ନିଜ ରୁମ କୁ ଚାଲିଯାଏ || ପରଦିନ ରଜ ପାଇଁ ପୁରା ଘର ସାଜସଜା ହୋଇଥାଏ ହଠାତ ପ୍ରକାଶ ବଜାରରୁ କିଛି କିଣିକି ଧରିକି ଆସେ || ହଠାତ ଦୀପିକା ପ୍ରକାଶ କୁ କୁହେ ରୋଷେଇ କରିବାକୁ ହେଲେ ପ୍ରକାଶ ଏବେ କଣ କରିବ ଭାବେ
Share