Asha
104 Views
Dec 31 1969
00:22:27
5
5
ଶ୍ରୀ ଗଣେଶ ଙ୍କ ପୂଜା ଆଳରେ ଶୀଲା, ଆଶା ଘରକୁ ଆସେ। ଶୀଲା, ପ୍ରକାଶ କୁ ବେହୋସ୍ କରି ଫଟୋ ଉଠାଇ, ଆଶା ମୋବାଇଲ କୁ ପଠାଇଥିବା ବିଷୟ ନେଇ ଆଶା ତା ଉପରେ ଗର୍ଜି ଉଠେ। ପ୍ରମାଣ ସ୍ବରୂପ ଆଶା ନିଜର ମୋବାଇଲ ପ୍ରକାଶ କୁ ଦେଖିବାକୁ ଦିଏ,ହେଲେ ଜଣାପଡେ ମୋବାଇଲ ରେ ସେମିତି କିଛି ନାହିଁ। ଆଶା ଅବାକ୍ ରହିଯାଏ।
Share