Asha
73 Views
Dec 31 1969
00:22:03
5
5
ଆଶା, ଶୀଲା କୁ ଆଣି ରୁମ୍ ରେ ଶୁଆଇ ଦିଏ।ପ୍ରକାଶ ଏକାକୀ ଶୀଲା ସହ କଥା ହେବା ପାଇଁ ଆଶାକୁ କହେ।ଆଶା ଦୁଃଖ ରେ ଚାଲିଯାଏ।ଏମିତି ପାଗଳୀ ଙ୍କପରି ହେବାର କାରଣ ଶୀଲା କୁ ପ୍ରକାଶ ପଚାରେ। ହେଲେ ସେମିତି କିଛି ଉତ୍ତର ନପାଇ ବ୍ୟତିବ୍ୟସ୍ତ ହୋଇଯାଏ।
Share