Trilochani Gouri
43 Views
Dec 31 1969
00:24:27
5

ଦୀନବନ୍ଧୁ ଘର ଛାଡିକି ସନ୍ନ୍ୟାସ ଜୀବନ ଯାପନ କରିବାକୁ ଚାଲି ଯିବା ପରେ ଅରୁନ୍ଧତୀ ଆଉ ଲୋପା ଗୌରୀ କୁ ତାଙ୍କ ନିଜ ଫାଇଦା ପାଇଁ ବ୍ୟବହାର କରିବାକୁ ପ୍ଲାନ୍ କରନ୍ତି। ଗୌରୀ ଭବିଷ୍ୟତ ଦେଖିବାର ଶକ୍ତି ବଳରେ ଗୋଟେ ଛୁଆ କୁ ଗାତ ରେ ପଡ଼ିବାରୁ ରକ୍ଷା କରେ ଯଉଟା ଦେଖି ଗାଆଁ ଲୋକ ତାକୁ ଦେବୀ ବୋଲି ମାନି ନିଅନ୍ତି।
Share